ସମାଗମ୍ ତୁମ୍
1 ମାପୁର୍ ମସାକେ କୟ୍ଲା, "ପବିତ୍ର ତୁମ୍" ମଃସ୍ଣି ସୁତାୟ୍ ଦଃସ୍ ଜବନିକାୟ୍ ବାସ୍ ଟାଣ୍ ତିଆର୍ ଅୟ୍ଦ୍ ସେ ସୁତା ସଃବୁ ଚିଟ୍ ଦବ୍, ନିଳିଆ, କଃଳ୍ୟାଜାମ୍ ରଃଙ୍ଗାର୍ ଆର୍ ରଃତା ସୁତାୟ୍ ତିଆର୍ ଅୟ୍ଦ୍, ଆର୍ ସେତି ହଃକି ରିଲା ଜିବ୍ କିରୁବ୍ ଦୁତ୍ମଃନାର୍ ଚିତ୍ର ତୁନିକଃରି କଃରା ଅୟ୍ଦ୍। 7 ଆର୍ ସେ ବାସ୍ଟାଣେ ଉହ୍ରେ ଡହୁକେ ଚେଳି ରମାର୍ ଏଗାର୍ ଗଟ୍ ପର୍ଦାହଃଚିଆ ତିଆର୍ କଃରାସ୍। 14 ଇତାର୍ ହଃଚେ ତୁମି ବଃନି ରଃଙ୍ଗାର୍ ମେଣ୍ଡାର୍ ଚାଲେ ତୁମ୍କେ ଡାହ୍ତାର୍ କଃରାସ୍, ଆର୍ ତାର୍ ଉହ୍ରେ ହାଣିସୁଣା ଚାଲାର୍ ଗଟେକ୍ ଡାହ୍ତାର୍ ତିଆର୍ କଃରାସ୍।
15 ଇତାର୍ ହଃଚେ ତୁମି ପବିତ୍ର ତୁମ୍ ହାୟ୍ଁ ସିଟିମ୍ କାଟାର୍ ଟିଆ ହାଟା ତିଆର୍ କଃରାସ୍। 31 ଆର୍ ତୁମି ନିଳି ରଃଙ୍ଗାର୍, କଃଳ୍ୟାଜାମ୍ ରଃଙ୍ଗାର୍, ରଃତା ରଃଙ୍ଗାର୍ ଉଲ୍ ସୁତା ମେଣ୍ଡା ବାଳ୍ ଆର୍ ମଃସ୍ଣି ସୁତାୟ୍ ଗଟେକ୍ ପର୍ଦା ତିଆର୍ କଃରାସ୍; ସେତି କିରୁବ୍ ଦୁତାର୍ ପଟ୍ ବାନାକାଚି ତିଆର୍ କଃରାସ୍। 33 ସନାର୍ ଆକଳାୟ୍ ସେ ପର୍ଦା ହଃଚ୍ୟା ଅଳାଉଆସ୍। ତାର୍ ହଃଚେ ସେ ହଚ୍ୟାର୍ ହଃଚ୍ବାଟ୍ୟା ନିୟମ୍ ହେଳି ସଃଙ୍ଗାଉଆସ୍। ସେ ପର୍ଦା ହଃଚ୍ୟା ପବିତ୍ର ଟାଣ୍ ଆର୍ ବଡ୍ ପବିତ୍ର ଟାଣ୍ ବିତ୍ରେ ଅଃଲ୍ଗା ଅୟ୍ଦ୍।