ହିତୁଳାର୍ ବେଦି
1 ଆର୍ ତୁମି ସିଟିମ୍୨୭:୧ ଆକାସିଆ ଗଃଚାର୍ କାଟ୍ ଗଃଚାର୍ କାଟ୍ ସଃଙ୍ଗ୍ ହାଞ୍ଚ୍ ଆତ୍ ଲଃମା ଆର୍ ହାଞ୍ଚ୍ ଆତ୍ ଅସାରାର୍ ଗଟେକ୍ ବେଦି ତିଆର୍ କଃରାସ୍, ସେ ବେଦି ଚାରି କନିଆ ଅୟ୍ଦ୍; ତାର୍ ଉଚ୍ ତିନି ଆତ୍ ଅଃଉଅ। 2 ଆରେକ୍ ତାର୍ ଚାରି କଃନ୍ ଉହ୍ରେ ସିଙ୍ଗ୍ ତିଆର୍ କଃରାସ୍, ଆର୍ ସେ ସିଙ୍ଗ୍ ବେଦିର୍ ଗଟେକ୍ ବାଗ୍ ଅୟ୍ଦ୍ ଆର୍ ସେରି ହିତୁଳ୍ ଡାଳା ଅୟ୍ଦ୍। 3 ଆର୍ ସେତିର୍ ଚାର୍ କାଡି ନେତା ହାଁୟ୍ ଚାର୍ ଡକା ଚାର୍ ଚଃଟୁ, କୁଣ୍ଡ୍, ଇଙ୍ଗ୍ରା ଅଃକର୍ତା ଆକଳି ଆର୍ ଜଃୟ୍ ଚଃଟୁ ସେ ସଃବୁ ଆସ୍ତି ହିତୁଳେ ତିଆର୍ କଃରାସ୍। 4 ଆରେକ୍ ହିତୁଳାର୍ ଗଟେକ୍ ଜାଲି ତିଆର୍ କଃରାସ୍ ଆର୍ ତାର୍ ଉହ୍ରେ ଚାରି କନେ ହିତୁଳାର୍ ଚାରି ଗଟ୍ ମଃଣ୍ଡଳା ତିଆର୍ କଃରାସ୍। 5 ଆର୍ ଇ ଜାଲି ବେଦି-ବାଳ୍ ତଃଳେ ରଃକାସ୍; ଇରି ଜାଲି ବେଦିର୍ ମଃଜାବଗ୍ ହଃତେକ୍ ହଚେଦ୍। 6 ଆର୍ ବେଦିର୍ ଟେଙ୍ଗା ସିଟିମ୍ କାଟେ ତିଆର୍ କଃରାସ୍ ଆର୍ ସେରି ହିତୁଳ୍ ଡାଳାଉଆସ୍। 7 ଆରେକ୍ ସେ ବେଦିକ୍ ବଃଉତା ବଃଳ୍ ବେଦିର୍ ଦୁୟ୍ ବାଟାର୍ ମଃଣ୍ଡଳା ବିତ୍ରେ ସେ ଟେଙ୍ଗା ରଃକାସ୍। 8 ତୁମି ହଲ୍କା କଃରି ହାଟା ଲଃଗେ ସେରି ତିଆର୍ କଃରା, ହର୍ବାତ୍ ଉହ୍ରେ ତକେ ଜଃନ୍କଃରି ଦଃକାୟ୍ ଆଚି, ସେନ୍କଃରି ଲଃକ୍ମଃନ୍ ତିଆର୍ କଃରତ୍।