ତୁମ୍ କୁଆଳ୍
9 ଇତାର୍ ହଃଚେ ତୁମି ପବିତ୍ର ତମ୍ବୁର୍ କୁଆଳ୍ କଃରାସ୍ ସେ କୁଆଳାର୍ ଉତୁର୍ ଦିଗେ ଦବ୍ଳା ମଃସ୍ଣି ସୁତାୟ୍ ବୁଣା ଅୟ୍ଲା ପର୍ଦା ହଃଚ୍ୟା ରଃକାସ୍; ତାର୍ ଗଟେବାଟାର୍ ଲଃମା ସୟେ ଆତ୍ ଅୟ୍ଦ୍। 10 ତାର୍ କଳେ ଗଟ୍ କଃମ୍ମୁଣ୍ଡା ଆର୍ କଳେଗଟ୍ ବେଦ୍ ହିତୁଳାର୍ ଅୟ୍ଦ୍, ଆରେକ୍ ମୁଣ୍ଡାର୍ ଆକଳି ଆର୍ ବାନ୍ଦୁକେ ରୁହାର୍ ତିଗା ଅୟିଦ୍। 11 ସେରଃକମ୍ ଉତୁର୍ ଦିଗ୍ବାଟ୍ୟା ସୟେ ଆତ୍ ଲଃମାର୍ ପର୍ଦା ହଃଚ୍ୟା ଅୟ୍ଦ୍, ତାର୍ କଳେଗଟ୍ କଃମ୍ ଆର୍ କଳେଗଟ୍ ଆକଳି ହିତୁଳାର୍ ଅୟ୍ଦ୍; ଆରେକ୍ କଃମ୍ ଲଃଗାର୍ ଆକଳି ଆର୍ ଡାଙ୍ଗ୍ ରୁହାର୍ ଅୟ୍ଦ୍। 12 ଆର୍ ବୁଡ୍ତି ଦିଗେ କୁଆଳାର୍ ଅଃସାର୍ ହାଁୟ୍ ପଚାସ୍ ଆତ୍ ପର୍ଦା ହଃଚ୍ୟା ତାର୍ ଦଃସ୍ ଗଟ୍ କଃମ୍ ଆର୍ ଦଃସ୍ ଗଟ୍ ବେଦ୍ସାମା ଅୟ୍ଦ୍। 13 ଆରେକ୍ ଉଦ୍ତି ଦିଗେ କୁଆଳାର୍ ଅସାର୍ ପଚାସ୍ ଆତ୍ ଅୟ୍ଦ୍। 14 ଉଦ୍ତି ଦିଗ୍ ବାଟ୍ୟା ହୁର୍ତା ବାଟେ ହଃନ୍ଦ୍ର ଆତ୍ ପର୍ଦା ହଃଚ୍ୟା ଆର୍ ତିନି ଗଟ୍ କଃମ୍ ଆର୍ ତିନିଗଟ୍ ବେଦ୍ ରିଲା କଟାଲା ରଃୟିଦ୍। 15 ଆର୍ ବିନ୍ ବାଟ୍ୟା ହଃନ୍ଦ୍ର ଆତ୍ ପର୍ଦା ହଃଚ୍ୟା ଆର୍ ତିନିଗଟ୍ କଃମ୍ ଆର୍ ତିନିଗଟ୍ ବେଦ୍ ରିଲା କଟ୍ଲା ଅୟ୍ଦ୍। 16 କୁଆଳାର୍ ହୁର୍ତା ବାଟ୍ ହାଁୟ୍ କଳେ ଆତ୍ ଲଃମାର୍ ପର୍ଦା ହଃଚ୍ୟା ଅୟ୍ଦ୍। ସେ ପର୍ଦା ହଃଚ୍ୟା ମଃସ୍ଣି ସୁତାୟ୍ ତିଆର୍ କଃରାସ୍ ସେରି ନିଳି ରଃଙ୍ଗ୍, ବେଜା ରଃଙ୍ଗ୍, ରଃତା ରଃଙ୍ଗାର୍ ଆର୍ ବଃଳ୍ଲାର୍ ଦବ୍ ସୁତାୟ୍ ଗୁତିକଃରି ବୁଣ୍ଲା ଡାହ୍ତା ବଃସ୍ତର୍ ଚରିଗଟ୍ ମୁଣ୍ଡା ଚାରିଗଟ୍ ବେଦ୍ ରଃୟିଦ୍। 17 ଆରେକ୍ କୁଆଳାର୍ ଚାରିବେଳ୍ତାର୍ ମୁଣ୍ଡା ସଃବୁ ରୁହା ତିଗା ବାନ୍ଦୁଣ୍ ସଃଙ୍ଗ୍ ବଃନ୍ଦ୍ ଅୟ୍ଦ୍। ଆର୍ ତାର୍ ଆକଳି ରୁହାର୍ ଅୟ୍ଦ୍ ଆର୍ ବେଦ୍ ହିତୁଳାର୍ ଅୟ୍ଦ୍। 18 କୁଆଳ୍ ସୟେ ଆତ୍ ଲଃମା ଆର୍ ସଃବୁ ହାକ୍ ପଚାସ୍ ଆତ୍ ଅଃସାର୍ ଆର୍ ହାଞ୍ଚ୍ ଆତ୍ ଉଚ୍ ଅୟ୍ଦ୍, ଆରେକ୍, ସଃବୁ ଦବ୍ଳା ବଃଳ୍ଲା ମଃସ୍ଣି ସୁତାୟ୍ ତିଆର୍ ଅୟ୍ଦ୍ ଆର୍ ତାର୍ ହିତୁଳାର୍ ବେଦ୍ ଅୟ୍ଦ୍।