13 ସେତାକ୍ ମିସରାର୍ ଲଃକ୍ମଃନ୍ ଦଃୟା ନଃକେରି ଇସ୍ରାଏଲାର୍ ଲକ୍ମଃନ୍କେ ଗତିକାମ୍ କଃରୁକେ ବଃଳ୍ମାଡ୍ କଃଲାୟି। 14 ଆରେକ୍ କାଦ, ଇଟା ଆର୍ ତାସ୍ ହଃଦାର୍ ସଃବୁ ରଃକମ୍ ସେବାକାମ୍ କଃରାୟ୍ ସେମଃନ୍କେ ରିସା କଃରାଉଁକେ ଦଃର୍ଲାୟ୍ ସେମଃନ୍ ସଃବୁ କାମେ ସେମଃନ୍କେ ଅଃଦିକ୍ କସ୍ଟ ଦେଉଁକେ ବଃଳ୍ମାଡ୍ କଃଲାୟ୍।