13 ତଃବେ ମସା ଲକ୍ମଃନ୍କେ କୟ୍ଲା, "ତୁମିମଃନ୍ ଡିରାନାୟ୍ଁ, ତିର୍ ଅଃଉଆ; ମାପୁର୍ ଆଜି କଃନ୍କଃରି ତୁମିମଃନ୍କେ ରଃକ୍ୟା କଃରେଦ୍, ସେରି ଦଃକା; ତୁମିମଃନ୍ ଆଜି ଜଃନ୍କଃରି ମିସରାର୍ ଲକ୍ମଃନ୍କେ ଦଃକୁଲାସ୍, ସେରଃକମ୍ ସେମଃନ୍କେ ଆର୍ କଃବେହେଁ ଦଃକୁ ନଃହାରାସ୍।" 14 ମାପୁର୍ ତୁମାର୍ ହାଁୟ୍ ଜୁଜ୍ କଃରେଦ୍, ତୁମିମଃନ୍ ତୁନ୍ହଃଳି ରିଆସ୍।