26 ତାର୍ହଃଚେ ସେ କୟ୍ଲା, "ତୁମି ଜଦି ଅଃହ୍ଣାର୍ ମାପୁର୍ ଇସ୍ୱରାର୍ କଃତାୟ୍ ମଃନ୍ଦିଆନ୍ କଃରାସ୍, ଆର୍ ତାର୍ ଆକାୟ୍ ଜାୟ୍ରି ନିକ ସେରି କଃରାସ୍, ତାର୍ ବଲ୍ ମାନାସ୍ ଆର୍ ତାର୍ ବିଦି ସଃବୁ ମାନାସ୍, ତଃବେ ମୁୟ୍ ମିସରାର୍ ଲକ୍ମଃନ୍କେ ଜୁୟି ସଃବୁ ରଗ୍ ବଗ୍ କଃରାୟ୍ଲୁ, ସେରି ସଃବୁ ତୁମିମଃନ୍ ବଗ୍ ନଃକେରାସ୍; ବଃଲେକ୍ ମୁୟ୍ ତୁମାର୍ ସୁସ୍ତ୍କାରି ମାପୁର୍।"
Publicidade
Publicidade