17 ମଃତର୍ ମସାର୍ ସଃତ୍ରାସି ତାକ୍ କଃୟ୍ଲା, "ତର୍ ଇ ରଃକମ୍ କାମ୍ କଃର୍ତାର୍ ଟିକ୍ ନାୟ୍। 18 ଇ ସଃବୁ କାମ୍ ତର୍ ହାଁୟ୍ ଏକ୍ଲା କଃର୍ତାର୍ ବେସି କଃସ୍ଟ; ତୁୟ୍ ଏକ୍ଲା ଇ ସଃବୁ କାମ୍ କଃରୁ ନଃହାର୍ସି; ଇରି ତକେ ଦୁର୍ବଳ୍ କଃରି ଦଃୟ୍ଦ୍ ଆର୍ ଇରି ଲକ୍ମଃନ୍କେ ତାକାୟ୍ଦ୍।
Publicidade