21 ଆରେକ୍ ତୁୟ୍ ଇ ଲକ୍ମଃନାର୍ ବିତ୍ରେହୁଣି କାମିକା ଲକ୍ ବଃଲେକ୍ ଜେ ମାପୁର୍କେ ଡିରେଦ୍, ସଃତେ ରଃୟ୍ଦ୍ ଆର୍ ନ୍ୟାୟେ ରିଲା ଲକ୍କେ ବାଚ୍; ଆରେକ୍ ସେମଃନ୍କେ ଲକ୍ମଃନାର୍ ଉହ୍ରେ ହଃଜାର୍ପତି, ସଏପତି, ପଚାସ୍ପତି ଆର୍ ଦଃସ୍ପତି କଃରି ନେତା କଃର୍। 22 ସେମଃନ୍ ସଃବୁବଃଳ୍ ଲକ୍ମଃନାର୍ ବିଚାର୍ କଃରତ୍, କାୟି ବଃଡ୍ କଃତା ଅୟିଲେକ୍ ତର୍ ହାକ୍ ଆସତ୍, ମଃତର୍ ସାନ୍ କଃତା ସଃବୁ ସେମଃନ୍ ଆପେ ବିଚାର୍ କଃରତ୍, ତଃବେ ତର୍ କାମ୍ ଉସାସ୍ ଅୟ୍ଦ୍, ଆରେକ୍ ସେମଃନ୍ ତର୍ ସଃଙ୍ଗ୍ ବଜ୍ ବଃଉତି।