22 ତୁମିମଃନ୍ କୁୟି ରାଣ୍ତିକେ କି ଟୁରାଟୁରିକେ କଃସ୍ଟ ଦିଆସ୍ ନାୟ୍। 23 ଜଦି ତୁମି ସେମଃନ୍କେ କାୟି ଦୁକ୍ ଦିଆସ୍, ସେମଃନ୍ ଜଦି ମର୍ ତଃୟ୍ ଡାକ୍ ହଃକାୟ୍ଲେକ୍, ତଃବେ ମୁୟ୍ ବାୟ୍ଦ୍ରେ ସେମଃନାର୍ ଡାକ୍ ସୁଣିନ୍ଦ୍। 24 ଆରେକ୍, ମର୍ ରିସା ବେସି ଅୟିଲେକ୍, ମୁୟ୍ ତୁମିକେ କଃଣ୍ତା ସଃଙ୍ଗ୍ ମାରିନ୍ଦ୍; ତଃବେ ତୁମାର୍ ଡକୁର୍ଦିମଃନ୍ ରାଣ୍ତି ଅଃଉତି ଆର୍ ହିଲାମଃନ୍ ଟୁରାଟୁରି ଅଃଉତି।
Publicidade
Publicidade