ନଃଉଆଁ କଃରି ନିୟମ୍
10 ତଃବେ ମାପୁର୍ କୟ୍ଲା, "ଦଃକ୍ ମୁଁୟ୍ ଗଟେକ୍ ନିୟମ୍ କଃରିନ୍ଦ୍; ହୁର୍ତି ସଃରା କି କୁୟି ଜାତି ବିତ୍ରେ ଜୁୟ୍ରି କଃବେ କଃରାଅୟ୍ ନଃରେୟ୍ ଇ ରଃକମ୍ କାବା ଅଃଉତା କାମ୍ ମୁଁୟ୍ ତୁମାର୍ ସଃବୁ ଲକାର୍ ଆଗେ କଃରିନ୍ଦ୍; ସେତାକ୍ ଜୁୟି ସଃବୁ ଲକ୍ମଃନାର୍ ବିତ୍ରେ ଆଚାସ୍, ସେମଃନ୍ ମାପୁରାର୍ ସେ କାମ୍ ଦଃକ୍ତି, ବଃଲେକ୍ ମୁଁୟ୍ ତୁମାର୍ ତଃୟ୍ ଜାୟ୍ରି କଃରିନ୍ଦ୍, ସେରି ବଃଡେ ବୟଙ୍କାର୍ କାମ୍।"