15 କେଜାଣ୍ ତୁମି ସେ ଦେସାର୍ ଲକ୍ମଃନାର୍ ସଃଙ୍ଗ୍ ସଃୟ୍ତ୍ କଃରାସ୍; କଃଲେକ୍ ଜଃଡେବଃଳ୍ ସେମଃନ୍ ନିଜେ ଦେଉତାମଃନାର୍ ହଃଚେ ଜାୟ୍ ଦାରି କଃର୍ତି ଆର୍ ନିଜାର୍ ଦେଉତାମଃନ୍କେ ହୁଜା କଃର୍ତି, ସଃଡେବଃଳ୍ କେଏ ତୁମିକ୍ କୁଦ୍ଲେକ୍, ତୁମି ତାର୍ ହୁଜାକଃଲା କାଦି କାହାସ୍;
Publicidade