11 ତଃବେ ପାର ତାର୍ ହଃଣ୍ତିତ୍ ଆର୍ ଜାଦୁକାରିକେ କୁଦାୟ୍ଲା; ମିସରାର୍ ଜାଦୁକାରି ହେଁ ଅହ୍ଣାମଃନାର୍ ଜାଦୁବିଦ୍ୟା କଃରି ସେହର୍ କଃଲାୟି। 12 ବଃଲେକ୍ ସେମଃନ୍ ତାକାର୍ ଡାଙ୍ଗ୍କେ ତଃଳେ ହଃକାୟ୍ଲାକେ ସେରିମଃନ୍ ସାହ୍ ଅୟ୍ଲି; ମଃତର୍ ହାରଣାର୍ ଡାଙ୍ଗ୍ ସେମଃନାର୍ ଡାଙ୍ଗ୍କେ ଗିଳ୍ଲି।
Publicidade