ମୁକ୍ତିର୍ ହଃର୍ବ୍
1 ମିସର୍ ଦେସେ ରିଲାବଃଳ୍ ମାପୁର୍ ମସା ଆର୍ ହାରଣକେ କୟ୍ଲା,
30 ତଃବେ ପାର ଆର୍ ତାର୍ ଚାକର୍ସଃବୁ ଆର୍ ମିସରାର୍ ସଃବୁଲକ୍ ରାତି ଉଟ୍ଲାୟ୍; ଆରେକ୍ ମିସର୍ ଦେସେ ବଃଡେ, କାନ୍ଦାବବା ଅୟ୍ଲି, ବଃଲେକ୍ ଇରଃକମ୍ କାର୍ ଗଃର୍ ବାକି ନଃରିଲି ଜୁୟି ଗଃରେକି କେଏ ମଃରି ନଃକେରେ।