11 ଇରଃକମ୍ ତୁମିମଃନ୍ ସେରି ବେଗି ବେଗି କାହା, ବଃଲେକ୍ ତୁମିମଃନ୍ ଅଃଟାବିଳା ବାନ୍ଦି କଃରି ହାଦେ ହାଣ୍ତାୟ୍ ହିନ୍ଦି ଆତେ ଡାଙ୍ଗ୍ ଦଃରି ବାରାୟ୍ ଜଃଉଁକେ ତିଆର୍ ଅଃଉଆସ୍; ଇରି ଇସ୍ୱରାର୍ ନିସ୍ତାର୍୧୨:୧୧ ଇସ୍ରାଏଲ୍ମଃନ୍ ମିସରେ ହୁଣି ମୁକ୍ତି ଅୟ୍ଲା ଦିନ୍ ଏତାଉଁକେ ଇ ହଃର୍ବ୍ ହାଳୁନ୍ କଃର୍ତି ରିଲାୟ୍। ହଃର୍ବ୍।
Publicidade