13 ସେତାକ୍ ତୁମିମଃନ୍ ଜୁୟି ଜୁୟି ଗଃରେ ରିଆସ୍; ସେ ସେ ଗଃରେ ସେ ବଃନି ଚିନା ହର୍ ରଃୟ୍ଦ୍; ଆର୍ ମୁୟ୍ ମିସର୍ ଦେସ୍କେ ଦଃଣ୍ତ୍ ଦେତାବଃଳ୍ ସେ ବଃନି ଦଃକ୍ଲେକ୍ ତୁମିମଃନ୍କେ ଚାଡି ଆଗେ ଜାୟ୍ନ୍ଦ୍, ଆରେକ୍ ଜଃଡେବଃଳ୍ ମୁୟ୍ ମିସର୍ ଦେସାର୍ ଲକ୍ମଃନ୍କେ ମାରିନ୍ଦ୍ ତୁମାର୍ ଉହ୍ରେ ନଃଗେଟେ।