5 ଜୁୟି ମେଣ୍ତା କି ଚେଳି ନିଆସ୍ ସେରି କାଣା ଚଟା ନୟ୍ଲାର୍ ଆର୍ ସେରି ବଃର୍ସେକାର୍ ଅୟ୍ରିଲାର୍ ନିଆସ୍। 6 ତୁମିମଃନ୍ ସେ ମେଣ୍ତା ବଦାକ୍ ସେ ମାସାର୍ ଚଃଉଦ ଦିନ୍ ହଃତେକ୍ ବାନ୍ଦିକଃରି ରଃକାସ୍ ସେଦିନ୍ ଇସ୍ରାଏଲାର୍ ସଃବୁ ଲକ୍ ସଃଞ୍ଜ୍ବେଳା ସେ ମେଣ୍ତା ବକାକେ ମଃର୍ନେ ମାର୍ତି। 7 ଆରେକ୍ ଲଃକ୍ମଃନ୍ ତାର୍ ବଃନି ନଃୟ୍ ଜୁୟି ଜୁୟି ଗଃରେ ମେଣ୍ତା କାତି ସେ ସେ ଗଃରାର୍ ଦୁଇ କୁଚିର୍ଦୁଆର୍ ବଃନ୍ଦେ ଆର୍ ମୁଣ୍ଡ୍ଉହ୍ରାର୍ ଦୁଆର୍ ମୁଣ୍ଡେ ସେରି ଲାଗାଉଅତ୍।
Publicidade
Publicidade