5 ସଃଡେବଃଳ୍ ପାର ରଃଜାର୍ ଜିସି ଗଃଦାଉଁକେ ସେ ଗାଡେ ଆୟ୍ଲି, ତାର୍ ଦଃଙ୍ଗ୍ଳିମଃନ୍ ଗାଡ୍କଃଣ୍ଡାୟ୍ ବୁଲ୍ତି ରିଲାୟ୍, ସଃଡେବଃଳ୍ ସେ ସଃର୍ଣ୍ତି ବଃନେ ଗଟେକ୍ ହେଳି ଦଃକି ସେରି ଆଣୁକେ ତାର୍ ଦଃଙ୍ଗ୍ଳିମଃନ୍କେ ହଃଟାୟ୍ଲି।
10 ତାର୍ ହଃଚେ ସେ ହିଲା ବଃଡ୍ ଅୟ୍ଲାକେ ସେ ତାକ୍ ନଃୟ୍କଃରି ପାରର୍ ଜିସିକେ ଦିଲି। ସେତାକ୍ ସେ ହିଲା ତାର୍ ହୟିସି ଅୟ୍ଲା। ତଃବେ ସେ ତାର୍ ନାଉ ମସା ସଃଙ୍ଗାୟ୍ଲି; ବଃଲେକ୍ ସେ କୟ୍ଲି, ମୁୟ୍ ଜାଣାୟି ହୁଣି ଆକେ ବାର୍କଃରି ଆଣି ଆଚି।