20 ଇତାର୍ହଃଚ ମସାକେ ମାପୁର୍ କୟ୍ଲା ଆଦେସ୍ ହଃର୍କାରେ ସେ ସାକିହଃତାର୍ ନଃୟ୍ ନିୟମ୍ ହେଳି ବିତ୍ରେ ସଃଙ୍ଗାୟ୍ଲା ଆର୍ ହେଳାୟ୍ ବଃଉତା ଟେଙ୍ଗା ଲାଗାୟ୍ ହେଳି ଉହ୍ରେ ହାହ୍ ଡାହ୍ତାର୍ ସଃଙ୍ଗାୟ୍ଲା; 21 ତୁମ୍ ବିତ୍ରେ ହେଳି ଆଣ୍ଲା ଆର୍ ଡାହ୍ତା ପର୍ଦା ହଃଚ୍ୟା ଅଳାୟ୍ ମସାକେ ଇସ୍ୱର୍ କୟ୍ଲା ହଃର୍କାରେ ନିୟମ୍ ହେଳିକ୍ ଡାହ୍ଲା।
Publicidade
Publicidade