7 ତାର୍ ହଃଚେ ଇସ୍ୱର୍ କୟ୍ଲା, ମୁୟ୍ ମିସର୍ ଦେସେ ରେଉଁଲା ନିଜାର୍ ଲକ୍ମଃନାର୍ କଃସ୍ଟ ଦଃକି ଆଚି। ଆର୍ କାମ୍କଃରାଉତା ମିସରାର୍ ଲଃକ୍ମଃନ୍ ସେମଃନ୍କେ କଃସ୍ଟ ଦେତା ବଃଳ୍ ମୁୟ୍ ସେମଃନାର୍ କାନ୍ଦ୍ତାର୍ ସୁଣିଆଚି। ମୁୟ୍ ସେମଃନାର୍ କଃସ୍ଟ ଜାଣିଆଚି। 8 ଇତାର୍ ଗିନେ ମିସରାର୍ ଲକ୍ମଃନାର୍ ଆତେ ହୁଣି ସେମଃନ୍କେ ବାଚାଉଁକେ ଆରେକ୍ ସେ ଦେସେ ହୁଣି ଗଟେକ୍ ନିକ ଦେସେ, ବଃଲେକ୍ କିଣାନିୟ, ହିତିୟ, ଇମରିୟ, ପିରିସିୟ, ହିଦିୟ ଆର୍ ଜିବୁସିୟମଃନ୍ ଜୁୟ୍ତି ରେଉଁଲାୟ୍, ସେ ଦୁଦ୍ ଆର୍ ମଃଉଁ ଗାଡ୍ ଜାତା ସେ ଦେସେ ସେମଃନ୍କେ ନେଉଁକେ ଉତ୍ରି ଆଚି।