32 ଅୟିଲେକ୍ ହେଁ ଅଃବେ ତୁୟ୍ ଜଦି ସେମଃନାର୍ ହାହ୍ କେମାକଃର୍, ମଃତର୍ ଜଦି ନଃକେର୍ସି, ତଃବେ ମୁଁୟ୍ ଗଃଉଆରି କଃରୁଲେ, ତର୍ ଲେକା ପୁସ୍ତକେ ହୁଣି ମର୍ ନାଉ କାଟି ହଃକାଉ।"
33 ତଃବେ ମାପୁର୍ ମସାକେ କୟ୍ଲା, "ଜୁୟ୍ଲକ୍ ମର୍ ବିରୁଦେ ହାହ୍ କଃରିଆଚେ, ତାର୍ ନାଉ ମୁଁୟ୍ ନିଜାର୍ ପୁସ୍ତକେ ହୁଣି କାଟି ହଃକାୟ୍ନ୍ଦ୍।