22 ଆର୍ ଜଦି ଅଃଣ୍ତ୍ରାମଃନ୍ ତାକାର୍ ତାକାର୍ ବିତ୍ରେ ମାରାହିଟା ଅୟି, ଗଟେକ୍ ଆଙ୍ଗେରିଲା ମାୟ୍ଜିକେ ମାର୍ତି ଜଦି ତାର୍ ହେଟାର୍ ହିଲା ମଃରେଦ୍, ମଃତର୍ ତାର୍ ହଃଚେ ଆରେକ୍ ତାର୍ କାୟି ଆପଦ୍ ନଃଗେଟେ, ତଃବେ ସେ ମାୟ୍ଜିର୍ ଅଃଣ୍ତ୍ରା ଜୁୟି ରଃକମ୍ ଦାବି କଃରେଦ୍, ସେହଃର୍କାରେ ତାକ୍ ବାୟ୍ଦ୍ରେ ଡାବୁ ଦଃୟ୍ଦ୍, ଆରେକ୍ ବିଚାର୍କଃରୁମଃନ୍ ଟିକ୍ କଃଲା ଇସାବେ ସେରି ଦଃୟ୍ଦ୍। 23 ମଃତର୍ ଜଦି ମାୟ୍ଜିର୍ କାୟି ଆପଦ୍ ଗଃଟେଦ୍, ତଃବେ ତାର୍ ଜିବନ୍ ବାଦୁଲେ ଦେଉଁକ୍ ଅୟ୍ଦ୍।
Publicidade
Publicidade