13 ତାର୍ ହଃଚେ ମସା ଇସ୍ୱର୍କେ କୟ୍ଲା, "ଜଦି ମୁୟ୍ ଇସ୍ରାଏଲ୍ ମଃନାର୍ ହାକ୍ ଜାୟ୍ କୟ୍ନ୍ଦ୍, ତୁମାର୍ ଦାଦି-ବାବୁମଃନାର୍ ଇସ୍ୱର୍ ମକ୍ ହଃଟାୟ୍ଲା ଆଚେ; ତାର୍ ହଃଚେ ଲଃକ୍ମଃନ୍ ଜଦି ମକ୍ ହଃଚାର୍ତି ତାର୍ ନାଉ କାୟି ନାଉ, ସଃଡେବଃଳ୍ ମୁଁୟ୍ କାୟି ଉତୁର୍ ଦଃୟ୍ନ୍ଦ୍?" 14 ତଃବେ ଇସ୍ୱର୍ ମସାକେ କୟ୍ଲା, "ମୁୟ୍ ଜେ ଆଚି ସେ ଆଚି," ଆରେକ୍ ସେ କୟ୍ଲା, ତୁୟ୍ ଇସ୍ରାଏଲ୍ ଲକ୍ମଃନ୍କେ କଃଉ, ସୟମ୍ବୁ "ମୁୟ୍ ଆଚି" ତୁମିମଃନାର୍ ହାକ୍ ମକ୍ ହଃଟାୟ୍ ଆଚେ।
Publicidade
Publicidade