16 ମୁୟ୍ ତାକେ ଆସିର୍ବାଦ୍ କଃରିନ୍ଦ୍ ଆର୍ ତାର୍ ହେଟେ ତର୍ ଗିନେ ଗଟେକ୍ ଅଃଣ୍ଡ୍ରା ହିଲା ଦଃୟ୍ନ୍ଦ୍, ମୁୟ୍ ତାକେ ଆସିର୍ବାଦ୍ କଃରିନ୍ଦ୍, ସେ ବିନ୍ ବିନ୍ ଗସ୍ଟିର୍ ହୁର୍ବ୍ ହାଟାର୍ ଆୟ୍ସି ଅୟ୍ଦ୍, ତାର୍ ତଃୟ୍ ହୁଣି ଗାଦେକ୍ ଦେସାର୍ ରଃଜାମଃନ୍ ଜାତ୍ ଅଃଉତି।"
Publicidade
Publicidade