3 ସେ ଜସେପ୍ ଜାକୁବର୍ ବୁଡାବଃଡ଼ାର୍ ହୟିସି ଅୟ୍ରିଲାର୍ ଗିନେ ଜାକୁବ ସଃବୁ ହିଲାମଃନାର୍ ତଃୟ୍ହୁଣି ତାକେ ଅଃଦିକ୍ ଲାଡ୍ କଃର୍ତିରିଲା ଆର୍ ତାକେ ନାନା ବଃର୍ନାର୍ ଗଟେକ୍ ଆଙ୍ଗି ସୁୟ୍ ଦଃୟ୍ରିଲା 4 ମଃତର୍ ସଃବୁ ହୟ୍ସିମଃନାର୍ ତଃୟ୍ହୁଣି ଜସେପ୍କେ ଅଃଦିକ୍ ଲାଡ୍କଃର୍ତାର୍ ଦଃକି ତାର୍ ବାୟ୍ସିମଃନ୍ ତାକେ ଡାରା ଅଃଉଁକେ ଦଃର୍ଲାୟ୍ ଆର୍ ତାକେ ଲାଡାର୍ କଃତା କଃଉଁକେ ନଃହାର୍ଲାୟ୍।
28 ସଃଡେବଃଳ୍ ମିଦିଅନ୍ ବେପାରିମଃନ୍ ଲଗେ ଆୟ୍ଲାକେ, ତାର୍ ବାୟ୍ମଃନ୍ ଜସେପ୍କେ କାଲେହୁଣି ଉହ୍ରେ ବାର୍ କଃରି; ଇସ୍ମାଏଲିୟମଃନାର୍ ତଃୟ୍ହୁଣି କଳେ ସେକଲ୍୩୭:୨୮ ୨୩୦ ଗ୍ରାମ୍ ରୁହା ଟଃକା ଜାର୍ ଅଃର୍ତ୍ ଗଟେକ୍ ଦାସର୍ ମଲ୍ରୁଆ ଟଃକା ନଃୟ୍ ଜସେପ୍କେ ବିକ୍ଲାୟ୍; ହଃଚେ ସେମଃନ୍ ଜସେପ୍କେ ମିସର୍ ଦେସେ ନିଲାୟ୍।