ଜସେପ୍ ବାୟ୍ମଃନ୍କେ ଚିନାୟିଅୟିଲା
1 ଇତାର୍ ହଃଚେ ଜସେପ୍ ନିଜ୍କେ ସଃମ୍ୱାଳୁ ନାହାରି ନିଜାର୍ ଚଃମେ ଟିଆ ଅୟ୍ରିଲା ଲକ୍ମଃନାର୍ ଚଃମେ ବେଲ୍କିଅୟ୍ କୟ୍ଲା, ମର୍ ମୁୟେଁ ହୁଣି ସଃବୁ ଲକ୍ମଃନ୍କେ ବାର୍କଃରା। ସେତାକ୍ କେଏ ହେଁ ସେତି ନଃରିଲାକେ ଜସେପ୍ ବାଇସିମଃନାର୍ ମୁୟେଁ ସେ ନିଜେ ତାକାର୍ ବାଇସି ବଃଲି କୟ୍ଲା। 4 ଜସେପ୍ ନିଜାର୍ ବାଇସିମଃନ୍କେ କୟ୍ଲା, ଗଃଉଆରି କଃରୁଲେ ମର୍ଲଃଗେ ଆସା; ସେତାକ୍ ସେମଃନ୍ ଗଃଲାକେ, ସେ କୟ୍ଲା, ମୁୟ୍ ତୁମିମଃନାର୍ ବାଇଦି ଜସେପ୍, ଜାକେ ତୁମିମଃନ୍ ମିସର୍ ଜାତା ଲକ୍ମଃନ୍କେ ବିକି ରିଲାସ୍। 5 ମଃତର୍ ତୁମିମଃନ୍ ମକେ ଇତି ଆସୁକ୍ ବିକ୍ଲୁ ବଃଲି ଅଃବେ ଦଃକିକଃରି ନିଜେନିଜେ ଦୁକ୍ କି ଗାବ୍ରା ଅଃଉଆନାୟ୍; କାୟିତାକ୍ବଃଲେକ୍ ଇସ୍ୱର୍ ଜିବନ୍ ବାଚାଉଁକେ ତୁମିମଃନାର୍ ଆଗ୍ତୁ ହଃଟାୟ୍ଲା।
15 ଆରେକ୍, ଜସେପ୍ ବିନ୍ ବାଇସିମଃନ୍କେ ଚୁମ୍ଲା ଆର୍ ସେମଃନ୍କେ ଦଃରି କାନ୍ଦ୍ଲା। ଇତାର୍ହଃଚ ତାର୍ ବାଇସିମଃନ୍ ତାର୍ ସଃଙ୍ଗ୍ କଃତାବାର୍ତା ଅଃଉଁକେ ଦଃର୍ଲାୟ୍।