25 ମତୁସେଲ ସଏ ଅସେ ସାତ୍ ବଃର୍ସ୍ ବଃୟ୍ସେ ଲେମକ୍କେ ଜଃଲମ୍ କଃଲା; 26 ଲେମକାର୍ ଜଃଲମ୍ ହଃଚେ ମତୁସେଲ ସାତ୍ସଅ ଅସେ ଦୁଇ ବଃର୍ସ୍ ବାଚି ଆରେକ୍ ହଃୟ୍ସି ଜିସିମଃନ୍କେ ଜଃଲମ୍ କଃଲା; 27 ମତୁସେଲର୍ ବଃୟ୍ସ୍ ନଅସଅ ସାଟେ ନଅ ବଃର୍ସ୍ ରିଲି; ତଃବେ ସେ ମଃଲା।
28 ଲେମକ ସଏ ଅସେ ଦୁଇ ବଃର୍ସ୍ ବଃଳ୍ ଗଃଟେକ୍ ହଃୟ୍ସିକେ ଜଃଲମ୍ କଃଲା,