26 ଇତାର୍ ହଃଚେ ଇସ୍ୱର୍ କୟ୍ଲା, "ମୁୟି ମର୍ ନିଜାର୍ ରୁହେ ଆର୍ ନିଜାର୍ ମୁର୍ତିୟେ ମାନାୟ୍ ତିଆର୍ କଃରିନ୍ଦ୍। ସେମଃନ୍ ହାଣିୟେ ରେତା ମାଚ୍ମଃନ୍ ଆର୍ ଉହ୍ରେ ଉଡ୍ତା ଚେଳେମଃନ୍କେ ଆର୍ ହସୁ ମଃନ୍କେ ଆର୍ ହୁର୍ତିବିର୍ ବୁୟେଁ ବୁଲ୍ତା ସଃବୁ ଜିବ୍ଜଃତୁ ଉହ୍ରେ ଅଃଦିକାର୍ କଃର୍ତି" 27 ଇତାର୍ ହଃଚେ ଇସ୍ୱର୍ ଅଃହ୍ଣାର୍ ମୁର୍ତିୟେ ମାନାୟ୍କେ ଉବ୍ଜାଣ୍ କଃଲା; ଇସ୍ୱର୍ ନିଜାର୍ ମୁର୍ତିୟେ ସେ ମାନାୟ୍ ତିଆର୍ କଃଲା; ଅଃଣ୍ଡ୍ରା ଆର୍ ମାୟିଜି କଃରି ସେ ସେମଃନ୍କେ ତିଆର୍ କଃଲା। 28 ଆରେକ୍ ଇସ୍ୱର୍ ସେମଃନ୍କେ ଆସିର୍ବାଦ୍ କଃଲା; ଆର୍ ସେମଃନ୍କେ କୟ୍ଲା, "ହଅ ହିଲା ଜାତ୍ କଃରା ଆର୍ ବୁତେକ୍ ବଃଉଁସ୍ ଅଃଉଆ, ଆର୍ ହୁର୍ତିବିକେ ହୁର୍ନ୍କଃରି ନିଜାର୍ ତଃଳ୍ୟା କଃରା ଆର୍ ହାଣିୟେ ବାଚ୍ତା ମାଚ୍ମଃନ୍ ଆର୍ ଉହ୍ରେ ଉଡ୍ତା ଚେଳେମଃନ୍ ଆର୍ ବୁୟେଁ ରାଙ୍ଗ୍ତା ଜଃତୁମଃନାର୍ ଉହ୍ରେ ଅଃଦିକାର୍ କଃରା।"
Publicidade
Publicidade