18 ଆରେକ୍, ସାଲମ୍ ତଃୟିର୍ ରଃଜା ମଲକିସେଦକ୍ ରୁଟି ଆର୍ ଅଙ୍ଗୁର୍ ରଃସ୍ ଦଃରି ଆସ୍ଲା; ସେ ସଃବ୍କେ ଉଟ୍ୟା ଇସ୍ୱରାର୍ ଜାଜକ୍; 20 ସଃବ୍କେ ଉଟ୍ୟା ଇସ୍ୱରାର୍ ଜଃଜ୍ମାନ୍ ଅଃଉଅ, ସେ ତର୍ ସଃତ୍ରୁମଃନ୍କେ ତର୍ ଆତେ ସଃହ୍ରି ଦିଲା।" ସଃଡେବଃଳ୍ ଅବ୍ରାହାମ୍ ସଃବୁ ଜିନିସାର୍ ଦଃସ୍ ବାଗେ ହୁଣି ବାଗେକ୍ ମଲ୍କିସେଦକ୍କେ ଦିଲା।