18 ଆରେକ୍, ସେଦିନ୍ ମାପୁର୍ ଅବ୍ରାମାର୍ ସଃଙ୍ଗ୍ ନିୟମ୍ କଃରି କୟ୍ଲା, "ମୁୟ୍ ଇ ମିସରାର୍ ଗାଡ୍ ତଃୟ୍ହୁଣି ପାରତ୍ ନାଉଁଆର୍ ବଃଡ୍ ଗାଡ୍ ହଃତେକ୍ ଇ ଦେସ୍ ତର୍ ବଃଉଁସ୍କେ ଦିଲେ, 19 ଇତାର୍ ସଃଙ୍ଗ୍, କେନିଅ, କନଜିଅ, କଦ୍ମନିଅ, 20 ହିତିଅ, ପିରିଜିଅ, ରପାୟ, 21 ଇମରିଅ, କିଣାନିଅ, ଗିର୍ଗାସିୟ ଆର୍ ଜିବୁସିଅ ମଃନାର୍ ଦେସ୍ ହେଁ ଦିଲେ।"
Publicidade
Publicidade