10 ତଃବେ ସେମଃନାର୍ ବିତ୍ରେ ଏକ୍ଲା କୟ୍ଲା, " ଅଃମି ଆସ୍ତା ବଃର୍ସାର୍ ଇ ମାସ୍ ଅୟିଲେକ୍ ଆରେକ୍ ଲେଉଟି ଆସୁନ୍ଦ୍; ଜାଣି ରେଏ, ସେ ସଃମୟେ ତର୍ ଡକୁର୍ଦି ସାରାର୍ କଳେ ଗଃଟେକ୍ ଅଃଣ୍ଡ୍ରା ହିଲା ରଃୟ୍ଦ୍। ସାରା ଇ କଃତା ତୁମ୍ ବାଟ୍ ଦୁଆରେ ହୁଣି ସେମଃନ୍କାର୍ ହଃଚ୍ବାଟ୍ୟା ରଃୟ୍ ସୁଣ୍ଲି।" 11 ସେ ସଃମୟେ ଅବ୍ରାହାମ ଆର୍ ସାରା ବୁଡା ବୁଡି ଅୟି ରିଲାୟ୍, ଆରେକ୍, ସାରାର୍ ଗଃର୍ବ୍ବାସ୍ ଜାତା ବଃୟ୍ସ୍ ସଃରିରିଲି। 12 ଇତାର୍ ଗିନେ ସାରା ନିଚଳି ମଃନେ ମଃନେ କଃୟ୍ଲି, "ମର୍ ଇ ସେସ୍ କାଳେ କାୟିରି ଇହର୍ ସଃର୍ଦା ଅୟ୍ଦ୍? ଆରେକ୍ ମର୍ ଅଃଣ୍ଡ୍ରାହେଁ ବୁଡା।"
Publicidade
Publicidade