13 ସଃଡେବଃଳ୍ ମାପୁର୍ ଅବ୍ରାହାମ୍କେ କୟ୍ଲା, "ତାର୍ ବୁଡିବଃଳ୍ ହିଲା ଜଃଲମ୍ ଅୟ୍ଦ୍, ଇରି ଜାଣି ସାରା କାୟିତାକ୍ ନିଚଳ୍ଲି" 14 ମାପୁରାର୍ ଗିନେ କାୟ୍କାମ୍ କଃସ୍ଟ କି? ଇ ସଃମୟ୍ ଆରେଗଟ୍ତର୍ ଆୟ୍ଲେକ୍, ସଃମାନ୍ ବେଳାୟ୍ ଅଃମି ବାଉଳି ଆସୁନ୍ଦ୍, ସେ ସଃମୟେ ସାରାର୍ କଳେ ଗଟେକ୍ ଅଃଣ୍ଡ୍ରାହିଲା ରଃୟ୍ଦ୍।
Publicidade
Publicidade