2 ଇସ୍ୱର୍ ସାତ୍ ଦିନେ ଅଃହ୍ଣାର୍ କାମ୍ ସେସ୍ କଃରି ସେ ସାତ୍ ଦିନ୍ ଅୟ୍ଲାକ୍ ଅଃହ୍ଣାର୍ କାମ୍ କଃରି ବିସାୟ୍ଲା।
ଏଦନ୍ ବାଳ୍
3 ଆରେକ୍ ଇସ୍ୱର୍ ସେ ସାତ୍ ଦିନ୍କେ ଆସିର୍ବାଦ୍ କଃରି ପବିତ୍ର ବଃଲି କୟ୍ଲା। କାୟିତାକ୍ବଃଲେକ୍ ଇସ୍ୱର୍ ଅଃହ୍ଣାର୍ କଃଲା କାମ୍ ତଃୟ୍ହୁଣି ବିସାୟ୍ଲା।