16 "ମାପୁର୍ କଃଉଁଲା, ତୁୟ୍ ମକେ ନିଜାର୍ ଗଃଟେକ୍ ବଃଲି ହୟ୍ଦିକେ ଦେଉଁକେ ନାୟ୍ ନଃବେଲ୍ଲିସ୍; 17 ତର୍ ଇ କାମାର୍ ଗିନେ ମୁୟ୍ ମଃର୍ ନିଜାର୍ ନାଉଁଏ ସାୟିପ୍ କଃରି କଃଉଁଲେ,ମୁୟ୍ ତକେ ଆସିର୍ବାଦ୍ କଃରି ଅଃଗାସାର୍ ତାରା ହର୍ ଆର୍ ସଃମୁନ୍ଦାର୍ ବାଲିହର୍ ତର୍ ବଃଉଁସ୍ ଅଃପର୍ବଳ୍ କଃରିନ୍ଦ୍; ତର୍ ବଃଉଁସ୍ ସଃତ୍ରୁମଃନାର୍ ଗଃଳ୍ ଅଃଦିକାର୍ କଃର୍ତି। 18 ଆରେକ୍, ହୁର୍ତିବିର୍ ସଃବୁ ଜାତି ତର୍ ବଃଉଁସ୍ ଦଃୟି ଆସିର୍ବାଦ୍ ହାଉତି; କାୟିତାକ୍ବଃଲେକ୍ ତୁୟ୍ ମର୍ ବଃଚନ୍ ମାନି ଆଚ୍ସି।"