17 ଆରେକ୍ ସେ ଆଦମ୍କେ କୟ୍ଲା,"ଜୁଣ୍ ଗଃଚାର୍ ହଃଳ୍ ନଃକାଉଁକେ ମୁୟ୍ କୟ୍ ରିଲେ, ତୁୟ୍ ତର୍ ଡକୁର୍ଦିର୍ କଃତା ମାନି ସେରି କାୟି ଆଚ୍ସି; ଇତାର୍ ଗିନେ ବୁୟ୍ଁ ସାୟିପ୍ ହାୟ୍ଲି; ତୁୟ୍ ଜିବନ୍ ଜାକ କଃସ୍ଟ୍କଃରି ସେତି ହୁଣି କାଦି ହାଉସି।" 18 ସେତି କାଟା ଗଃଚ୍ମଃନ୍ ଆର୍ ବଃନ୍ ଗଃଚ୍ ଜାତ୍ ଅୟ୍ଦ୍ ଆର୍ ବୁୟାଁର୍ ସାଗ୍ କାସି।
Publicidade