କୟିନ୍ ଆର୍ ହେବଲ୍
1 ଆଦମ୍ ତାର୍ ଡକୁର୍ସି ହବା ସଃଙ୍ଗ୍ ସଃଉଆବଃସା କଃଲାକେ,ଗଃର୍ବ୍ବାସ୍ ଅୟି କୟିନ୍ ନାଉଁଆର୍ ଗଃଟେକ୍ ହୟ୍ସିକେ ଜଲମ୍ କଃରି କୟ୍ଲି, "ଜେହବା ଉହ୍କାରେ ମର୍ ଗଟେକ୍ ହଅ ଜଃଲମ୍ ଅୟିଆଚେ।"
ସେତ ଆର୍ ଇନସ୍
25 ଇତାର୍ ହଃଚେ ଆଦମ୍ ଆରେକ୍ ନିଜାର୍ ଡକୁର୍ସି ସଃଙ୍ଗ୍ ସଃଉଆବଃସା କଃଲା, ସେ ଗଟେକ୍ ହୟିସି ଜଃଲମ୍କଃରି ତାର୍ ନାଉ ସେତ ଦିଲା ଜୁଣ୍ତାର୍ ଗିନେ ସେ କୟ୍ଲା, ମାପୁର୍ "ହେବଲାର୍ ବାଦୁଲେ ଆରେକ୍ ଗଟେକ୍ ହଅ ମକେ ଦଃୟ୍ଆଚେ। କାୟିତାକ୍ ବଃଲେକ୍ କୟିନ ତାକେ ମଃର୍ନେ ମାରିଆଚେ।"