ସେତ ଆର୍ ଇନସ୍
25 ଇତାର୍ ହଃଚେ ଆଦମ୍ ଆରେକ୍ ନିଜାର୍ ଡକୁର୍ସି ସଃଙ୍ଗ୍ ସଃଉଆବଃସା କଃଲା, ସେ ଗଟେକ୍ ହୟିସି ଜଃଲମ୍କଃରି ତାର୍ ନାଉ ସେତ ଦିଲା୪:୨୫ ବଃଲେକ୍ ବାଦୁଲେ ଜୁଣ୍ତାର୍ ଗିନେ ସେ କୟ୍ଲା, ମାପୁର୍ "ହେବଲାର୍ ବାଦୁଲେ ଆରେକ୍ ଗଟେକ୍ ହଅ ମକେ ଦଃୟ୍ଆଚେ। କାୟିତାକ୍ ବଃଲେକ୍ କୟିନ ତାକେ ମଃର୍ନେ ମାରିଆଚେ।"