9 ଜିହୁଦା ଜୁବା ସିମାବାଗ୍ ହର୍; ଏ ହଅ, ତୁୟ୍ ସିକାର୍ କଃରି ଉଟି ଆୟ୍ଲିସ୍; ସେ ଚଃହୁଳ୍ଲା, ସେ ସିମାବାଗ୍ ଆର୍ ମାୟ୍ ସିମାବାଗ୍ ହର୍ ସୟ୍ଲା, କେଏ ତାକେ ଉଟାୟିଦ୍? 10 ସିଲର୍ ବଃଲେକ୍ ସାନ୍ତି କାରିର୍ ଆସ୍ତା ହଃତେକ୍ ଜିହୁଦା ହୁଣି ରଃଜାର୍ ଦଃଣ୍ଡ୍ ଆର୍ ତାର୍ ହାଦେ ହୁଣି ବିଚାର୍ କାରିର୍ ଡାଙ୍ଗ୍ ନଃଜାୟ୍; ତାର୍ ତଃୟ୍ ମାନି କଃରି ଲଃକ୍ମଃନ୍ ତାର୍ ତଃଳେ ରେତି।
Publicidade