26 ଇତାର୍ ହଃଚେ ଇସ୍ୱର୍ କୟ୍ଲା, "ମୁୟି ମର୍ ନିଜାର୍ ରୁହେ ଆର୍ ନିଜାର୍ ମୁର୍ତିୟେ ମାନାୟ୍ ତିଆର୍ କଃରିନ୍ଦ୍। ସେମଃନ୍ ହାଣିୟେ ରେତା ମାଚ୍ମଃନ୍ ଆର୍ ଉହ୍ରେ ଉଡ୍ତା ଚେଳେମଃନ୍କେ ଆର୍ ହସୁ ମଃନ୍କେ ଆର୍ ହୁର୍ତିବିର୍ ବୁୟେଁ ବୁଲ୍ତା ସଃବୁ ଜିବ୍ଜଃତୁ ଉହ୍ରେ ଅଃଦିକାର୍ କଃର୍ତି"
Publicidade
Publicidade