28 ଆରେକ୍ ଇସ୍ୱର୍ ସେମଃନ୍କେ ଆସିର୍ବାଦ୍ କଃଲା; ଆର୍ ସେମଃନ୍କେ କୟ୍ଲା, "ହଅ ହିଲା ଜାତ୍ କଃରା ଆର୍ ବୁତେକ୍ ବଃଉଁସ୍ ଅଃଉଆ, ଆର୍ ହୁର୍ତିବିକେ ହୁର୍ନ୍କଃରି ନିଜାର୍ ତଃଳ୍ୟା କଃରା ଆର୍ ହାଣିୟେ ବାଚ୍ତା ମାଚ୍ମଃନ୍ ଆର୍ ଉହ୍ରେ ଉଡ୍ତା ଚେଳେମଃନ୍ ଆର୍ ବୁୟେଁ ରାଙ୍ଗ୍ତା ଜଃତୁମଃନାର୍ ଉହ୍ରେ ଅଃଦିକାର୍ କଃରା।"
Publicidade
Publicidade