19 ଜୁଣ୍ତାର୍ ଗିନେ ତାର୍ ଆସ୍ତାଦିନାର୍ ହିଲାମଃନ୍ ଆର୍ ଗଃର୍ କୁଟୁମ୍ ଜଃନ୍କଃରି ନ୍ୟାୟ୍ ଆର୍ ଟିକ୍ ବେବାର୍ କଃରୁକେ ମାପୁରାର୍ ବାଟେ ଇଣ୍ଡ୍ତି, ଇତାର୍ ଗିନେ ସେମଃନ୍କେ ଜଃନ୍କଃରି ଆଦେସ୍ ଦଃୟ୍ଦ୍, ଇ ହର୍ କଃରୁକେ ମୁୟ୍ ତାକେ ବାଚିଆଚି; ସେତି ମାପୁର୍ ଅବ୍ରାହାମାର୍ ବିସୟେ ନିଜାର୍ କୟିରେତା କଃତା ହୁରୁଣ୍ କଃରେଦ୍।"
Publicidade
Publicidade