23 ଇତାର୍ହଃଚ ଅବ୍ରାହାମ୍ ଇସ୍ୱର୍ ଚଃମେ ଜାୟ୍ କୟ୍ଲା, "ତୁୟ୍କି ଦୁସ୍ଟ୍ ସଃଙ୍ଗ୍ ଦଃର୍ମିକେ ନାସ୍ କଃର୍ସି କି? 24 ଅଃଉଁହାରେ, ଗଃଳ୍ ବିତ୍ରେ ପଚାସ୍ ଲକ୍ ଦଃର୍ମି ରେତି; ସେବିତ୍ରେ ରେତା ପଚାସ୍ ଲକ୍ ଦଃର୍ମିର୍ ଗିନେ ସେ ଜଃଗା ରଃକ୍ୟା ନଃକେରି ନାସ୍ କଃର୍ସି? 25 ଦୁସ୍ଟ୍ ସଃଙ୍ଗ୍ ଦଃର୍ମିକେ ନାସ୍ କଃର୍ତା କାମ୍ ତର୍ ଦୁରି ରେଉଅ ଆର୍ ଦଃର୍ମିକେ ଦୁସ୍ଟ୍ ସଃଙ୍ଗ୍ ସଃମାନ୍ କଃର୍ତାର୍ ତର୍ତଃୟ୍ ଦୁରିରେଉଅ। ସଃବୁ ହୁର୍ତିବିର୍ ବିଚାର୍ କଃର୍ତାଲକ୍ କାୟି ନିଆୟ୍ ବିଚାର୍ ନଃକେରେ?"
26 ସେତାକ୍ ମାପୁର୍ କୟ୍ଲା, "ମୁୟିଁ ଜଦି ସଦମ୍ ଗଃଳେ ପଚାସ୍ ଲକ୍ ଦଃର୍ମି ଦଃକିନ୍ଦ୍, ତଃବେ ସେମଃନ୍କାର୍ ଗିନେ ସଃବୁ ଟାଣ୍ ରଃକ୍ୟା କଃରିନ୍ଦ୍।"
27 ଅବ୍ରାହାମ୍ ଉତୁର୍ ଦିଲା, "ଜାଣ୍, ମୁୟ୍ ଦୁଳି ଆର୍ ଚାର୍ ନୟ୍ଲେକ୍ ହେଁ ମର୍ ମାପୁରାର୍ ଚଃମେ କଃତା କଃଉଁକେ ସାସ୍ ହାୟ୍ଁ ଆଚି। 28 ଅଃଉଁହାରେ, ପଚାସ୍ ଲକ୍ ଦଃର୍ମି ବିତ୍ରେ ହାଞ୍ଚ୍ ଲକ୍ ଉଣା ରେତି ତଃବେ କି ତୁୟ୍ ସଃବୁ ବଃସ୍ତି ବଃସମ୍ କଃର୍ସି?" ଇସ୍ୱର୍ କୟ୍ଲା,"ମୁୟ୍ ଚାଲିସ୍ ହାଞ୍ଚ୍ ଲକ୍ ରିଲେକ୍, ସେରି ବଃସମ୍ ନଃକେରି।"
29 ଅବ୍ରାହାମ୍ ତାକେ ଆରେକ୍ କୟ୍ଲା, " ଅଃଉଁହାରେ, ସେତି ଚାଲିସ୍ ଲକ୍ ରେତି।" ଇସ୍ୱର୍ କୟ୍ଲା, "ସେ ଚାଲିସ୍ ଲକାର୍ ଗିନେ ସେରି ନଃସ୍ଟ୍ ନଃକେରି।"
30 ଆରେକ୍ କୟ୍ଲା, "ମାପୁର୍ ରିସା ନୟ୍ଲେକ୍ ଆରେକ୍ ଗଃଟ୍ତର୍ କୟ୍ନ୍ଦ୍; ଅଃଉଁହାରେ, ସେତି ତିରିସ୍ ଲକ୍ ମିଳ୍ତି।" ଇସ୍ୱର୍ କୟ୍ଲା "ତିରିସ୍ ଲକାର୍ ଗିନେ, ସେରି ନାସ୍ ନଃକେରି।" 31 ଅବ୍ରାହାମ୍ କୟ୍ଲା, "ଜାଣ୍ , ମାପୁରାର୍ ଚଃମେ କଃତା କଃଉଁକେ ଆରେକ୍ ଦଃୟା ଆସା କଃରୁଲେ; ଅଃଉଁହାରେ, ସେତି କଳେ ଲକ୍ ମିଳ୍ତି।" ଇସ୍ୱର୍ କୟ୍ଲା, "ସେ କଳେ ଲକାର୍ ଗିନେ ମୁୟ୍ ଗଃଳ୍ ବଃସମ୍ ନଃକେରି।" 32 ଅବ୍ରାହାମ୍ କୟ୍ଲା, ମାପୁର୍ ଗିଜ୍ରି ନୟ୍ଲେକ୍ ଆରେକ୍ ତରେକ୍ ମଃତର୍ କୟ୍ନ୍ଦ୍; "ଅଃଉଁହାରେ, ସେତି ଦଃସ୍ ଲକ୍ ମିଳ୍ତି।" ଇସ୍ୱର୍ କୟ୍ଲା, "ସେ ଦଃସ୍ ଲକାର୍ ଗିନେ ମୁୟ୍ ସେରି ବଃସମ୍ ନଃକେରି।" 33 ସଃଡେବଃଳ୍ ମାପୁର୍ ଅବ୍ରାହାମ୍ ସଃଙ୍ଗ୍ ଇ ରଃକଃମ୍ କଃତାବାର୍ତା ସଃରାୟ୍ ବାରୟ୍ଗଃଲା, ଆରେକ୍, ଅବ୍ରାହାମ୍ ହେଁ ତାର୍ ଜଃଗାକେ ବାଉଳ୍ଲା।