21 ମାପୁର୍ ଆଦମ୍କେ ନିଦ୍କଃରାୟ୍ ନିଦ୍ କଃଲାବଃଳ୍ ତାର୍ ଗଟେକ୍ ହଃଞ୍ଜ୍ରା ଆଡ୍ ନଃୟ୍ ମାସ୍ ସଃଙ୍ଗ୍ ସେ ଜଃଗା ହୁରୁଣ୍ କଃଲା। 22 ଆର୍ ଇସ୍ୱର୍ ଆଦମ୍ ତଃୟ୍ ହୁଣି ଜୁୟି ହଃଞ୍ଜ୍ରା ଆଡ୍ ନିଲା, ସେ ଆଡ୍ ସଃଙ୍ଗ୍ ଗଃଟେକ୍ ମାୟ୍ଜିଟକି ହାଜିକଃରି ଆଦମାର୍ ଚଃମେ ଆଣ୍ଲା। 23 ସେତାକ୍ ଆଦମ୍ କୟ୍ଲା, "ଅଃବେ ଅୟ୍ଲି; ଇରି ମର୍ ଆଡାର୍ ଆଡ୍ ଆର୍ ମାସାର୍ ମାସ୍; ଇତାର୍ ନାଉ ଅୟ୍ଲି ମାୟ୍ଜି,କାୟିତାକ୍ ବଃଲେକ୍ ଅଃଣ୍ଡ୍ରା ମାନାୟ୍ ତଃୟ୍ ହୁଣି ଇରି ଆସି ଆଚେ।"
Publicidade