28 ଇସ୍ୱର୍ ଅଃଗାସାର୍ ଅସ୍ ହାଣିୟେ ଆର୍ ହୁର୍ତିବିର୍ ଉସାସ୍ ମାଟିୟେ ହୁଣି ଉବ୍ଜାୟ୍ଲା ହଃଳ୍ ଆର୍ ଜଃଜବଳି ତାସ୍ ଆର୍ ଅଃଙ୍ଗୁର୍ ରଃସ୍ ତକେ ଦେଉଅ; 29 ଲକ୍ସଃବୁ ତର୍ ସେବା କଃରତ୍ ଆର୍ ବିନ୍ବିନ୍ ବଃଉଁସ୍ ତକେ ଜୁଆର୍ କଃରତ୍; ତୁୟ୍ ନିଜାର୍ ଜାତିର୍ ଲକାର୍ ସାଉକାର୍ ଅଃଉ, ଆରେକ୍ ତର୍ ଆୟ୍ଦିର୍ ହଃଅମଃନ୍ ତକେ ଜୁଆର୍ କଃରତ୍; ଜେ ତକେ ସଃୟ୍ପ୍ ଦଃୟ୍ଦ୍, ସେ ସାୟ୍ପ୍ ହାଉଅ, ଆରେକ୍, ଜେ ତକେ ଆସିର୍ବାଦ୍ କଃରେଦ୍, ସେ ଆସିର୍ବାଦ୍ ହାଉଅ।"
Publicidade
Publicidade