20 ଆରେକ୍ ଜାକୁବ ସାୟିପ୍କଃରି କୟ୍ଲା, "ଜଦି ଇସ୍ୱର୍ ମର୍ ସଃହା ଅୟ୍ଦ୍ ଆର୍ ମର୍ ଇ ଜାତା ବାଟେ ମକେ ରଃକ୍ୟା କଃରେଦ୍, ଆରେକ୍, କାତାର୍ ଗିନେ ଅଃର୍ନ୍ ଆର୍ ହିନ୍ଦୁକେ ବଃସ୍ତର୍ ଦଃୟ୍ଦ୍, 22 ଆରେକ୍, ମୁଁୟ୍ ଇ ଜୁଣ୍ ଟେଳାକେ କଃମ୍ ହର୍ ତାହୁନ୍ କଃରିଆଚି, ସେରି ମାପୁର୍ ଗଃର୍ ଅୟ୍ଦ୍, ଆର୍ ତୁୟ୍ ମକେ ଜାୟ୍ରି ହେଁ ଦେସି, ସେତିର୍ ଦଃସ୍ବାଗେ ହୁଣି ବାଗେକ୍ ମୁଁୟ୍ ତକେ ବାୟ୍ଦ୍ରେ ଦଃୟ୍ନ୍ଦ୍।"