7 ତଃବେ ହାଣି ବୁଡାଉତା ତଃୟ୍ହୁଣି ରଃକ୍ୟା ହାଉଁକେ ନହ ଆର୍ ତାର୍ ଡକୁର୍ସି ଆର୍ ହୟିସି ବୁଆର୍ସି ମଃନ୍ ଜାଜ୍ ବିତ୍ରେ ହୁରାୟ୍ଲା। 8 ଆରେକ୍ ନହକେ ମାପୁରାର୍ ଆଦେସ୍ ହଃର୍କାରେ ନିର୍ମୁଳ୍ ହସୁ ଆର୍ ବିଟାଳ୍ ଚେଳେ ଜାତି ଆର୍ ବୁୟେଁ ରାଙ୍ଗ୍ତା ଜିବ୍ ଜଃତୁମଃନ୍ ଜଳା ଜଳା ଅୟି 9 ନହର୍ ଚଃମେ ଜାୟ୍ ଜାଜ୍ ବିତ୍ରେ ହୁର୍ଲାୟ୍। 10 ଆର୍ ସାତ୍ ଦିନ୍ ହଃଚେ ହୁର୍ତିବି ହାଣିୟେ ବୁଡୁକ୍ ଆରୁମ୍ ଅୟ୍ଲି।
Publicidade
Publicidade