4 ମଃତର୍ ତୁମିମଃନ୍ ମାସ୍ ସଃଙ୍ଗ୍ ବଃନି କାହାନାୟ୍। 5 ଆରେକ୍ କେଏ ଜଦି କାକେ ଅଃତ୍ୟା କଃରେଦ୍ ତାର୍ ବାଦ୍ଲା ନଃୟ୍ନ୍ଦ୍ ; ହଃତି ହସୁ ଅଃଉଅ କି ମାନାୟ୍ ଅଃଉଅ, ତାର୍ ବାଦୁଲ୍ ନଃୟ୍ନ୍ଦ୍; ମୁଁୟ୍ ହଃତି ମାନାୟ୍ର୍ ବାୟ୍ ତଃୟ୍ହୁଣି ମାନାୟ୍ ଜିବନାର୍ ବାଦ୍ଲା ନଃୟ୍ନ୍ଦ୍। 6 ଜୁଣ୍ ଲକ୍ ମାନାୟ୍କେ ମଃର୍ନେ ମାରେଦ୍, ମାନାୟ୍ ହଃକା ତାକେ ହେଁ ମଃର୍ନେ ମାରେଦ୍; କାୟିତାକ୍ ବଃଲେକ୍ ଇସ୍ୱର୍ ନିଜାର୍ ମୁର୍ତିୟେ ମାନାୟ୍କେ ହାଜିଆଚେ।