31 ତେରହ ତାର୍ ହୟିସି ଅବ୍ରାମ୍, ଆର୍ ହାରଣାର୍ ହୟିସି ଲତ ନାଉଁଆର୍ ନାତି ତାର୍ ବୁଆର୍ସି ସାରି, ଅବ୍ରାହାମାର୍ ଡକୁର୍ସି ଇମଃନ୍କେ ଦଃରି କିଣାନ୍ ଜଃଉଁକେ ଉର୍ ବଃସ୍ତି ଚାଡି ବାରୟ୍ଲା ସେମଃନ୍ ହାରଣେ ବାସା ବାନ୍ଦ୍ତା ହଃତେକ୍ ଗଃଲାୟି।