3 ସେ ଜସେପ୍ ଜାକୁବର୍ ବୁଡାବଃଡ଼ାର୍ ହୟିସି ଅୟ୍ରିଲାର୍ ଗିନେ ଜାକୁବ ସଃବୁ ହିଲାମଃନାର୍ ତଃୟ୍ହୁଣି ତାକେ ଅଃଦିକ୍ ଲାଡ୍ କଃର୍ତିରିଲା ଆର୍ ତାକେ ନାନା ବଃର୍ନାର୍ ଗଟେକ୍ ଆଙ୍ଗି ସୁୟ୍ ଦଃୟ୍ରିଲା 4 ମଃତର୍ ସଃବୁ ହୟ୍ସିମଃନାର୍ ତଃୟ୍ହୁଣି ଜସେପ୍କେ ଅଃଦିକ୍ ଲାଡ୍କଃର୍ତାର୍ ଦଃକି ତାର୍ ବାୟ୍ସିମଃନ୍ ତାକେ ଡାରା ଅଃଉଁକେ ଦଃର୍ଲାୟ୍ ଆର୍ ତାକେ ଲାଡାର୍ କଃତା କଃଉଁକେ ନଃହାର୍ଲାୟ୍।