2 ମଃତର୍ ଇସ୍ୱର୍ ଜସେପ୍ ସଃଙ୍ଗ୍ ରିଲା, ସେତାକ୍ ସେ ଡାକ୍ହୁଟା ଅୟ୍ଲା, ଆର୍ ସେ ନିଜାର୍ ମିସ୍ରିୟ ଗଃରେ ବାସ୍ କଃଲା। 3 ଇତାକ୍ ଇସ୍ୱର୍ ଜସେପାର୍ ସାହା ଆଚେ ଆର୍ ସେ ଜୁୟି ଜୁୟି କାମ୍ କଃଲା, ଇସ୍ୱର୍ ସେ ସଃବୁ ସିଦ୍ କଃରୁଲା ଇରି ତାର୍ ସାଉକାର୍ ଦଃକ୍ଲା।