11 ସେତାକ୍ ଜସେପ୍ ପାରର୍ କୟ୍ଲା ହଃର୍କାରେ ମିସର୍ ଦେସାର୍ ସଃବ୍କେ ଉଟ୍ୟା ନିକ୍ ଜଃଗାୟ୍, ବଃଲେକ୍, ରାମିସେସ୍ ଦେସେ ଅଃଦିକାର୍ ଦଃୟି ନିଜାର୍ ଉବାସି ଆର୍ ବାୟ୍ସିମଃନ୍କେ ବାସା କଃରାୟ୍ଲା। 12 ଆରେକ୍, ଜସେପ୍ ନିଜାର୍ ଉବାସି ଆର୍ ବାୟ୍ସିମଃନ୍କେ ଆର୍ ସଃବୁ ଉବାସିର୍ ଗଃରାର୍ କୁଟୁମ୍ ହଃର୍କାରେ କାତା କାଦି ଦଃୟି ହସ୍ଲା।